ମଧ୍ୟାହ୍ନ ତାଜା ଖବର 08.08.2025 (ଶୁକ୍ରବାର)
ମଧ୍ୟାହ୍ନ ତାଜା ଖବର 08.08.2025 (ଶୁକ୍ରବାର) ପ୍ରକାଶନ ସମୟ: 08.08.2025 (ଶୁକ୍ରବାର), ମଧ୍ୟାହ୍ନ : 05:00 ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ I ନିଜଭାଷାରେ ଖବର, ନିଜ ମାଟିର ସ୍ୱର । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ଏନଏସଏ ଅଜିତ ଡୋଭାଲ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗୁରୁବାର ଦିନ କ୍ରେମଲିନ୍ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବିଷୟରେ ଆଲୋଚନା କରିଥିଲେ। କ୍ରେମଲିନ୍ ପ୍ରେସ୍ ସର୍ଭିସ୍ ଦ୍ୱାରା ସେୟାର କରାଯାଇଥିବା ଏକ…
