ଦୈନିକ ରାଶିଫଳ ଓ ପଞ୍ଚାଙ୍ଗ 0୬-0୮-୨0୨୫ (ବୁଧବାର)
ଦୈନିକ ରାଶିଫଳ ଓ ପଞ୍ଚାଙ୍ଗ 0୬-0୮-୨0୨୫ (ବୁଧବାର) ପ୍ରକାଶନ ସମୟ: 0୬-0୮-୨0୨୫ (ବୁଧବାର), ସକାଳ 8:30ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ ନିଜଭାଷାରେ ଖବର, ନିଜ ମାଟିର ସ୍ୱର । ଆଜିର ପଞ୍ଚାଙ୍ଗ (୦୬-୦୮-୨୦୨୫, ବୁଧବାର) ତିଥି: ତୃତୀୟା (ସନ୍ଧ୍ୟା ୬:୫୮ ପର୍ଯ୍ୟନ୍ତ), ପରେ ଚତୁର୍ଥୀନକ୍ଷତ୍ର: ଧନିଷ୍ଠା (ସନ୍ଧ୍ୟା ୬:୦୮ ପର୍ଯ୍ୟନ୍ତ), ପରେ ଶତଭିଷାଯୋଗ: ଶୋଭନ (ବିକାଳ ୧୨:୪୦ ପର୍ଯ୍ୟନ୍ତ), ପରେ ଅତିଶୁଭକରଣ: କୌଳବ (ଦୁପୂର ୧୦:୦୮ ପର୍ଯ୍ୟନ୍ତ), ପରେ ତୈଳପକ୍ଷ: ଶୁକ୍ଲପକ୍ଷମାସ: ଶ୍ରାବଣ (ଶୁକ୍ଲପକ୍ଷ)ଋତୁ: ବର୍ଷାସୂର୍ଯ୍ୟୋଦୟ: ସକାଳ ୫:୩୧ସୂର୍ଯ୍ୟାସ୍ତ: ସନ୍ଧ୍ୟା…
