ମଧ୍ୟାହ୍ନ ତାଜା ଖବର ୧୯ ଆଗଷ୍ଟ ୨୦୨୫ (ମଙ୍ଗଳବାର)
ମଧ୍ୟାହ୍ନ ତାଜା ଖବର ୧୯ ଆଗଷ୍ଟ ୨୦୨୫ (ମଙ୍ଗଳବାର) ପ୍ରକାଶନ ସମୟ: ୧୯ ଆଗଷ୍ଟ ୨୦୨୫ (ମଙ୍ଗଳବାର), ମଧ୍ୟାହ୍ନ : 4:30 ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ I ନିଜଭାଷାରେ ଖବର, ନିଜ ମାଟିର ସ୍ୱର । ୮୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୧୧ କିମି ଭୁବନେଶ୍ୱର ବାଇପାସ୍ ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ମଞ୍ଜୁରୀ ମଙ୍ଗଳବାର ଦିନ କେନ୍ଦ୍ର କ୍ୟାବିନେଟ 8307.74 କୋଟି ଟଙ୍କା ବ୍ୟୟରେ 6 ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍, 110.875…
