
ମଧ୍ୟାହ୍ନ ତାଜା ଖବର ୧୫ ଜୁଲାଇ ୨୦୨୫ (ମଙ୍ଗଳବାର)
ମଧ୍ୟାହ୍ନ ତାଜା ଖବର ୧୫ ଜୁଲାଇ ୨୦୨୫ (ମଙ୍ଗଳବାର) ପ୍ରକାଶନ ସମୟ:୧୫ ଜୁଲାଇ ୨୦୨୫ (ମଙ୍ଗଳବାର), ମଧ୍ୟାହ୍ନ 04:00ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ ନିଜଭାଷାରେ ଖବର, ନିଜ ମାଟିର ସ୍ୱର । ଓଡ଼ିଶାର ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ପାର୍ଥିବ ଶରୀରକୁ ଦାହ କରାଯାଇଛି । ଆତ୍ମହତ୍ୟା ପରେ ପୋଡ଼ି ଯାଇ ମୃତ୍ୟୁବରଣ କରିଥିବା ୨୦ ବର୍ଷୀୟା ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀଙ୍କ ପାର୍ଥିବ ଶରୀର ମଙ୍ଗଳବାର ଦିନ ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ…