ରାତ୍ର ତାଜା ଖବର ୦୪ ଜୁଲାଇ ୨୦୨୫ (ଶୁକ୍ରବାର)
ରାତ୍ର ତାଜା ଖବର ୦୪ ଜୁଲାଇ ୨୦୨୫ (ଶୁକ୍ରବାର) ପ୍ରକାଶନ ସମୟ: ୦୪ ଜୁଲାଇ ୨୦୨୫ (ଶୁକ୍ରବାର), ରାତ୍ର 10:30ଲେଖକ: ଓଡ଼ିଆନ୍ୟୁଜ୍.କୋ.ଇନ୍ ବ୍ୟୁରୋ ନିଜଭାଷାରେ ଖବର, ନିଜ ମାଟିର ସ୍ୱର । ତେଲେଙ୍ଗାନା କାରଖାନା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ୮ ଜଣ ଓଡିଆଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନାରେ ଏକ କାରଖାନା ବିସ୍ଫୋରଣରେ ପ୍ରାଣ ହରାଇଥିବା ୮ ଜଣ ଓଡିଆ ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା…
