
ଏବେର ଶିକ୍ଷା : ଟିଚ୍ ନୁହେଁ ଟେକ୍ ରେ ଚାଲିଛି ଶିକ୍ଷା ଯାତ୍ରା !
ସମୟ ବଦଳିଛି, ଶିକ୍ଷାର ପରିଭାଷା ବଦଳିଛି, ଏବଂ ବଦଳିଛି ପାଠପଢ଼ା ର ଉପାୟ। ଏବେ ବିଦ୍ୟାଳୟ ରେ କେବଳ ଶିକ୍ଷକ ଓ ଶ୍ରେଣୀ ନୁହେଁ, ଟେବଲେଟ୍, ଇ-ଲର୍ନିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଚାଟଜିପିଟି ଭଳି ସହଯୋଗୀ ମାନେ ମୁଖ୍ୟ ଭୂମିକା ନେଉଛନ୍ତି। ଓଡ଼ିଶା ଶିକ୍ଷା ଯାତ୍ରା: ଗାଁରେ ଓ ଗୋଲାଘରେ ଓନ୍ଲାଇନ୍ ପଢ଼ା ମୋ ଗାଁ ଗୋପାଲପୁର ରେ ଏଯିଏ ଛୁଆ ଏବେ ମୋବାଇଲ୍ ରେ YouTube ଦେଖି ଗଣିତ ଶିଖୁଛି, କିମ୍ବା ସମୟ ଗଣନା…