ସେବା ଶର୍ତ୍ତାବଳୀ (Terms & Conditions)
odianews.co.in ରେ ଆପଣଙ୍କ ସ୍ବାଗତ। ଏହି ୱେବସାଇଟ୍ ବ୍ୟବହାର କରିବା ସହିତ, ଆପଣ ନିମ୍ନଲିଖିତ ଶର୍ତ୍ତାବଳୀ ଓ ନିୟମଗୁଡିକୁ ଅନୁସରଣ କରିବା ପାଇଁ ସମ୍ମତ ହୁଅଛନ୍ତି। ଯଦି ଆପଣ ଏହି ଶର୍ତ୍ତାବଳୀ ସହିତ ସମ୍ମତ ନୁହଁନ୍ତି, ଦୟାକରି ଆମ ୱେବସାଇଟ୍ ବ୍ୟବହାର କରନ୍ତୁ ନାହିଁ।
୧. ବିଷୟବସ୍ତୁ ବ୍ୟବହାର
odianews.co.in ରେ ପ୍ରକାଶିତ ସମସ୍ତ ବିଷୟବସ୍ତୁ (ଟେକ୍ସଟ୍, ଛବି, ଭିଡିଓ ଇତ୍ୟାଦି) ସାଧାରଣ ତଥ୍ୟ ଓ ସୂଚନା ଦେବା ପାଇଁ ଅଟୁଇଛି। ଏହାକୁ କୌଣସି ରୂପରେ ପ୍ରକାଶନ, ପୁନଃପ୍ରକାଶନ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପୂର୍ବରୁ ଆମର ଲିଖିତ ଅନୁମତି ଆବଶ୍ୟକ।
୨. ବ୍ୟବହାରକାରୀଙ୍କ ଆଚରଣ
ଆପଣ ଆମ ସାଇଟ୍ ବ୍ୟବହାର କରିବା ବେଳେ ଶିଷ୍ଟ ଓ ସମ୍ମାନପୂର୍ଣ୍ଣ ୱ୍ୟବହାର ରଖିବାକୁ ବାଧ୍ୟ। ଅପମାନଜନକ, ଅଶ୍ଳୀଳ କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ଆହତ କରୁଥିବା ଟିପ୍ପଣୀ ବା ମନ୍ତବ୍ୟ ବିଲ୍କୁଳ ଅନୁମତିନୁହେଁ।
୩. ବାହ୍ୟ ଲିଙ୍କଗୁଡିକ
ଆମ ୱେବସାଇଟ୍ରେ ଅନ୍ୟ ତୃତୀୟ ପକ୍ଷ ୱେବସାଇଟ୍ଗୁଡିକର ଲିଙ୍କ ଥାଇପାରେ। ଏହି ଲିଙ୍କଗୁଡିକର ବିଷୟବସ୍ତୁ ଓ ଗୋପନୀୟତା ନୀତି ପାଇଁ odianews.co.in ଦାୟୀ ନୁହେଁ।
୪. ଦାୟିତ୍ୱ ଅସ୍ୱୀକାର (Disclaimer)
ଆମେ ସଠିକ୍ ସୂଚନା ଦେବା ପାଇଁ ପ୍ରୟାସ କରୁଥିଲେ ମଧ୍ୟ, ସମସ୍ତ ତଥ୍ୟ ଶତପ୍ରତିଶତ ନିଶ୍ଚିତ ବା ତୁରନ୍ତ ଅପଡେଟ୍ ହୋଇଥିବ ନାହିଁ। ଏହି ବିଷୟବସ୍ତୁ ଉପରେ ଆଧାର କରି ଗ୍ରହଣ କରାଯାଇଥିବା କୌଣସି ପଦକ୍ଷେପ ନିମିତ୍ତ ଆମେ ଦାୟୀ ନୁହେଁ।
୫. ଶର୍ତ୍ତାବଳୀର ପରିବର୍ତ୍ତନ
ଆମେ ଆମ ଇଚ୍ଛାଅନୁଯାୟୀ ଏହି ଶର୍ତ୍ତାବଳୀରେ ସମୟ-ସମୟରେ ପରିବର୍ତ୍ତନ କରିପାରିବା। ଆପଣ ଏହି ୱେବସାଇଟ୍ ବ୍ୟବହାର କରିବା ଅର୍ଥ ହେଉଛି ଆପଣ ସେହି ଅପଡେଟ୍ ଶର୍ତ୍ତାବଳୀ ସହିତ ସମ୍ମତ।
ଯଦି ଆପଣଙ୍କୁ ଏହି ଶର୍ତ୍ତାବଳୀ ବା ବ୍ୟବହାର ନୀତି ବିଷୟରେ ଅଧିକ ସୂଚନା ଆବଶ୍ୟକ, ଦୟାକରି ଆମ ସହିତ ଯୋଗାଯୋଗ କରନ୍ତୁ:
Email: legal@odianews.co.in
Terms & Conditions
Welcome to odianews.co.in. By accessing this website, you agree to abide by the following terms and conditions. If you disagree with any part of the terms, please do not use our site.
1. Content Usage
All content provided is for general information purposes only. Reproduction of content (text or images) without permission is strictly prohibited.
2. User Conduct
Users are expected to behave respectfully. Any form of spam, abusive language, or offensive comments will not be tolerated.
3. External Links
Our website may include links to other websites. We are not responsible for the content or privacy practices of those sites.
4. Disclaimer
We strive for accuracy, but we do not guarantee that all information is current or error-free. We are not liable for any losses incurred based on the use of our content.
5. Modifications
We reserve the right to modify these terms at any time. Continued use of the site implies your acceptance of the updated terms.
For questions, contact us at: legal@odianews.co.in